ବାରବାଟୀ ବ୍ୟାଟେଲ: ଭାରତର ବିଜୟ ପରେ ଷ୍ଟାଡିୟମର ଦୃଶ୍ୟ - cricket latest news

🎬 Watch Now: Feature Video

thumbnail

By

Published : Dec 23, 2019, 12:03 AM IST

କଟକ: ବାରବାଟୀ ଦିନିକିଆରେ ଭାରତର ଧମାକାଦାର ବିଜୟ ହୋଇଛି। ୱେଷ୍ଟଇଣ୍ଡିଜକୁ 4 ୱିକେଟରେ ହରାଇ 2-1ରେ ସିରିଜ ହାତେଇଲା ଟିମ ଇଣ୍ଡିଆ। ଭାରତର ବିଜୟ ପରେ ବାରବାଟୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.