ସୁଯୋଗ ମିଳିଲା ଫାଇଦା ଉଠାଇଲୁ: ବିରେନ୍ଦ୍ର ଲାକ୍ରା

By

Published : Aug 11, 2021, 5:23 PM IST

thumbnail

ବର୍ତ୍ତମାନ ଖେଳରେ ଉନ୍ନତି ପାଇଁ ଅଧିକ ଧ୍ୟାନ ଦିଆଯାଉଛି । ଆମ ପାଖରେ ଅଲମ୍ପିକ ପଦକ ଜିତିବା ପାଇଁ ଗୋଟିଏ ସୁଯୋଗ ରହିଥିଲା । ଏହି ସୁଯୋଗର ଆମେ ସଠିକ ଉପଯୋଗ କଲୁ ବୋଲି ଭାବୁଛୁ ।2022ରେ ଏସିଆନ ଗେମ୍ସରେ ବିଜୟୀ ହୋଇ ପ୍ୟାରିସ ଅଲମ୍ପିକ୍ସ ଯୋଗ୍ୟତା ହାସଲ କରିବା ମୁଖ୍ୟ ଲକ୍ଷ୍ୟ ରହିଛି । ଏହାପରେ ପ୍ୟାରିସ ଅଲମ୍ପକରେ ମଧ୍ୟ ପଦକ ହାସଲ କରିବାକୁ ଚେଷ୍ଟା କରିବୁ । ବର୍ତ୍ତମାନ ରାଜ୍ୟସରକାର କ୍ରୀଡ଼ାବିତଙ୍କୁ ଅନେକ ସହୟତା ଯୋଗାଇ ଦେଉଛନ୍ତି । ଏହାଦ୍ବାରା ସମସ୍ତ କ୍ରୀଡ଼ାବିତ ଲାଭ ପାଇପାରିବେ ବୋଲି କହିଛନ୍ତି ଭାରତୀୟ ପୁରୁଷ ହକି ଦଳର ଉପଅଧିନାୟକ ବିରେନ୍ଦ୍ର ଲାକ୍ରା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.