ଅନୁରାଗ ଠାକୁର ଏସପିସିଏକୁ ବିଶ୍ବରେ ପରିଚିତ କରିଛନ୍ତି: ବିସିସିଆଇ କୋଷାଧ୍ୟକ୍ଷ - ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ
🎬 Watch Now: Feature Video
ଧର୍ମଶାଳା (ହିମାଚଳ ପ୍ରଦେଶ): ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନର ବାର୍ଷିକ ବୈଠକ ଧର୍ମଶାଳାରେ ଅନୁଷ୍ଠିତ ହୋଇଛି । ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ।
ବିସିସିଆଇର ଆଗାମୀ ରଣନୀତି, କୋଭିଡ-19ର ଚ୍ୟାଲେଞ୍ଜ ଓ ଏସପିସିଏର ଯୋଜନା ନେଇ ଖୁଲାସା କରିଛନ୍ତି । ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ପ୍ରଥମ ଥର ପାଇଁ ମନ୍ତ୍ରୀ ହେବାପରେ ଏଚପିସିଏ ସାଧାରଣ ପରିଷଦ ବୈଠକରେ ଯୋଗଦେଇଥିଲେ । ବୋର୍ଡ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଅନୁରାଗ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନର ପରିଚୟ ସମଗ୍ର ବିଶ୍ବରେ କରିଛନ୍ତି ବୋଲି ଅରୁଣ ଧୁମଲ କହିଛନ୍ତି ।
Last Updated : Dec 18, 2020, 10:14 PM IST