କୋରୋନାକୁ ନେଇ ବିରୁଷ୍କାଙ୍କ ସଚେତନତା ବାର୍ତ୍ତା, ଦେଖନ୍ତୁ ଭିଡିଓ... - coronavirus

🎬 Watch Now: Feature Video

thumbnail

By

Published : Mar 20, 2020, 12:22 PM IST

ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କୋରୋନା ଭାଇରସ ସଚେତନତା ବାର୍ତ୍ତା ଦେଇଛନ୍ତି । 'ଘରେ ରୁହନ୍ତୁ କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚନ୍ତୁ, ସତର୍କ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ବୋଲି ଉଭୟ ପତିପତ୍ନୀ ସମସ୍ତଙ୍କୁ ଅପିଲ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.