ପଞ୍ଜୁରୀ ଭିତରେ ପକ୍ଷୀ ଶିକାର ପରେ ଗର୍ଜିଲା ତମ୍ପ - ପଞ୍ଜୁରୀ ଭିତରେ ସାପର କୋପ

🎬 Watch Now: Feature Video

thumbnail

By

Published : Apr 5, 2022, 9:00 PM IST

Updated : Feb 3, 2023, 8:22 PM IST

ନିଆଳି: ପଞ୍ଜୁରୀ ଭିତରେ କୋପ ଦେଖାଇଲା ତମ୍ପ । ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ ବାଳକାଟି ବସନ୍ତାପେଡି ଗାଁର ମଳୟ ରଞ୍ଜନ ପାତ୍ରଙ୍କ ଘରେ ପଞ୍ଜୁରୀ ଭିତରେ ଥିବା ଦୁଇଟି ବିଦେଶୀ ବଜରିଗର ପକ୍ଷୀଙ୍କୁ ଗିଳି ଦେଇଥିଲା ତମ୍ପ ସାପ । ଏହା ପରେ ପଞ୍ଜୁରୀ ଭିତରେ ତମ୍ପ ସାପ କୋପ ଦେଖାଉଥିବା ଭିଡିଓ ଖୁବ ଭାଇରାଲ ହେଉଛି । ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ
Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.