ସୁସ୍ମିତାଙ୍କ ମନଡେ ମୋଟିଭେସନ, ବାଣ୍ଟିଲେ ଫିଟନେସ୍ ମନ୍ତ୍ରା - ଜିମନାଷ୍ଟିକ୍ ଭିଡିଓ ସେୟାର କଲେ ସୁସ୍ମିତା
🎬 Watch Now: Feature Video

ମୁମ୍ବାଇ: ସୁସ୍ମିତା ସେନଙ୍କ ମନଡେ ମୋଟିଭେସନ୍ । ଜିମନାଷ୍ଟିକ୍ ରିଙ୍ଗରେ କଲେ ହାର୍ଡକୋର ୱାର୍କଆଉଟ୍ । ଆଉ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ବାଣ୍ଟିଲେ ଫିଟନେସ୍ ମନ୍ତ୍ରା । ଭାଇରାଲ ହେଉଛି ତାଙ୍କ ଏହି ଭିଡିଓ । ପୂର୍ବରୁ ମଧ୍ୟ ଦେଖିବାକୁ ମିଳିସାରିଛି ତାଙ୍କ ଦମଦାର ୱାର୍କଆଉଟ ଭିଡିଓ ।