ରଙ୍ଗୋଲିରେ ସୁବ୍ରମଣ୍ୟମଙ୍କ ପ୍ରତିଛବି, ଆଶୁ ଆରୋଗ୍ୟ କାମନା କଲେ କଳାକାର - ରଙ୍ଗୋଲିରେ ସୁବ୍ରମଣ୍ୟମଙ୍କ ପ୍ରତିଛବି
🎬 Watch Now: Feature Video

ମାଙ୍ଗାଲୋର:ଫେମସ ସିଙ୍ଗର ବାଲା ସୁବ୍ରମଣ୍ୟମଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଏବେ ବି ସଙ୍କଟାପନ୍ନ ଅବସ୍ଥାରେ ରହିଛି । ଯାହାଖୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ସମସ୍ତେ ବାଲସୁବ୍ରମଣ୍ୟମ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ ଏହି ସମୟରେ ଜୟନ୍ତ ସାଲିୟାନ ନାମକ ଜଣେ ରଙ୍ଗୋଲି କଳାକାର ମଧ୍ୟ ବାଲା ସୁବ୍ରମଣ୍ୟମ(ଏସପିବି)ଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାଥର୍ନା କରିଛନ୍ତି । ସେ ଏସପିବିଙ୍କ ପ୍ରତିଛବି ତିଆରି କରି ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ