‘ବିଗବସ’ ପ୍ରତିଯୋଗୀଙ୍କ ପାଇଁ ପାର୍ଟିର ଆୟୋଜନ କଲେ ରାକ୍ଷୀ - ‘ବିଗବସ’ ପ୍ରତିଯୋଗୀଙ୍କ ପାଇଁ ସାନନ୍ଦାର ପାର୍ଟୀ
🎬 Watch Now: Feature Video

ମୁମ୍ବାଇ: କଣ୍ଟ୍ରୋଭର୍ସି କୁଇନ ରାକ୍ଷୀ ସାୱନ୍ତ ନିକଟରେ ତାଙ୍କ ‘ବିଗବସ 14’ ସହକର୍ମୀ ଏବଂ ପ୍ରତିଯୋଗୀଙ୍କ ପାଇଁ ଏକ ଚମତ୍କାର ପାର୍ଟିର ଆୟୋଜନ କରିଛନ୍ତି । ଏହି ପାର୍ଟିରେ ରାହୁଲ ମହାଜନ, ନିକ୍କି ତମ୍ବୋଲି, ଜାନ କୁମାର ସାନୁ, ସୋନାଲି ଫୋଗାଟ, ବିନ୍ଦୁ ଦାରା ସିଂ ଏବଂ ତୋଷୀ ସାବରୀଙ୍କ ସମେତ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ।