ରିଲିଜ ହେଲା ରଜନୀକାନ୍ତଙ୍କ ଫିଲ୍ମ ଆନ୍ନାଥେ, ଖୁସିରେ ନାଚିଲେ ଫ୍ୟାନ୍ସ - ରଜନୀକାନ୍ତ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-13544724-thumbnail-3x2-p.jpg)
ଚେନ୍ନାଇ: ଆଜି ଦୀପାବଳି ଅବସରରେ ରିଲିଜ ହେଲା ତେଲଗୁ ସୁପରଷ୍ଟାର ରଜନୀକାନ୍ତଙ୍କ ଚଳଚ୍ଚିତ୍ର 'ଆନ୍ନାଥେ' । ଏନେଇ ଚେନ୍ନାଇର ରୋହିଣୀ ସିନେମା ହଲ ବାହାରେ ରଜନୀକାନ୍ତଙ୍କ ପ୍ରଶଂସକ ମାନେ ଭିଡ ଜମାଇବା ସହ ଫିଲ୍ମ ରିଲିଜ ହେବା ଖୁସିରେ ଉତ୍ସବ ମନାଉଛନ୍ତି । ମହାମାରୀ କୋରୋନା ପରେ ଏହା ପ୍ରଥମ ଥର ପାଇଁ ରିଲିଜ ହୋଇଛି ରଜନୀକାନ୍ତଙ୍କ ଏହି ଫିଲ୍ମ । ଯାହାକି ପାରିବାରିକ କାହାଣୀ ଉପରେ ଆଧାରିତ ।