କୋରୋନାକୁ ନେଇ ଆସିଲା ପପୁ ପମ୍‌ପମ୍‌ଙ୍କ ମଜାଦାର ଗୀତ, ଦେଖନ୍ତୁ ଭିଡିଓ

By

Published : Mar 27, 2020, 8:42 AM IST

thumbnail
ଭୁବନେଶ୍ବର: ପୁଣି ଚର୍ଚ୍ଚାରେ କମେଡି କିଙ୍ଗ୍ ପପୁ ପମପମ୍ । ଏଥର କୋରୋନାକୁ ନେଇ ଗୀତ ଗାଇ ଚର୍ଚ୍ଚାରେ ଆସିଛନ୍ତି ପପୁ । ମାରାତ୍ମକ କୋରୋନା ଭାଇରସକୁ ‘କୋରୋନା ଆଇଲା ଲେ’ ନାମକ ଏକ ଗୀତ ଗାଇଛନ୍ତି ସେ । ଯାହା ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଗୀତକୁ ଖୁବ୍ ପସନ୍ଦ କରିଛନ୍ତି ଓଡିଶାବାସୀ । ଦେଖନ୍ତୁ ଏହି ଭିଡିଓ... ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.