thumbnail

By

Published : Aug 17, 2021, 7:22 PM IST

ETV Bharat / Videos

Bollywood debut ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନିକ୍କି ଟମ୍ବୋଲି

ମୁମ୍ବାଇ: ୱାର୍କ ଲୋଡ଼ରେ ଉବୁଟୁବୁ ଅଭିନେତ୍ରୀ ନିକ୍କି ଟମ୍ବୋଲି । ମ୍ୟୁଜିକ ଭିଡ଼ିଓଠୁ ଆରମ୍ଭ କରି ଷ୍ଟଣ୍ଟ ରିଅଲିଟି ଶୋ' ରେ ନଜର ଆସୁଛନ୍ତି ଏହି ପୂର୍ବତନ ବିଗ ବସ ପ୍ରତିଯୋଗୀ । ନିକ୍କିଙ୍କ ନିକଟରେ ଏବେ ଧାଡ଼ି ବାନ୍ଧିଛି ଅନେକ କାମ । ଇଣ୍ଟରନ୍ୟାସନାଲ ଆଇକନିକ ଆୱର୍ଡସ-୨୦୨୧ରେ ନଜର ଆସିଛନ୍ତି ଏହି ଅଭିନେତ୍ରୀ । ତେବେ ସେ ବଲିଉଡ଼ ଜଗତରେ ଖୁବଶୀଘ୍ର ନଜର ଆସିବେ ବୋଲି ହିଣ୍ଟସ ଦେଇଛନ୍ତି । କିନ୍ତୁ ସେ ନିଜ ଡେବ୍ୟୁ ଫିଲ୍ମ ସମ୍ପର୍କରେ ଅଧିକ ସୂଚନା ଦେଇନାହାନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.