ମୁମ୍ବାଇ ସାଗା ରିଲିଜ, ଇମ୍ରାନଙ୍କ ଭୂମିକା ପ୍ରଶଂସାରେ ଦର୍ଶକ - ଜନ ଅବ୍ରାହମ ଓ ଇମ୍ରାନ ହାସମୀଙ୍କ ଦମଦାର ଅଭିନୟ

🎬 Watch Now: Feature Video

thumbnail

By

Published : Mar 20, 2021, 2:07 PM IST

ମୁମ୍ବାଇ: ନିର୍ମାତା ସଞ୍ଜୟ ଗୁପ୍ତାଙ୍କ ଫିଲ୍ମ ‘ମୁମ୍ବାଇ ସାଗା’ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ହ୍ୟାଣ୍ଡସମ ଆକ୍ଟର ଜନ ଅବ୍ରାହମ ଓ ଇମ୍ରାନ ହାସମୀଙ୍କ ଦମଦାର ଅଭିନୟ ଦେଖିବାକୁ ମିଳୁଛି । ଏଥର ଇମ୍ରାନଙ୍କ ରୋମାଣ୍ଟିକ ଇମୋଜ ସମ୍ପୂର୍ଣ୍ଣ ରୂପେ ବଦଳିଯାଇଛି । ଆକ୍ସନ ଷ୍ଟାର ରୂପେ ଆସିଛନ୍ତି ନଜର । ଫିଲ୍ମ ଦେଖି ପ୍ରତିକ୍ରିୟା ରଖିଲେ ଦର୍ଶକ । କ୍ରିଟିକ୍ସି ଓ ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା ‘ମୁମ୍ବାଇ ସାଗା’କୁ ମିଳିବାରେ ଲାଗିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.