ରିପଡ୍ ଜିନ୍ସ ପ୍ରସଙ୍ଗକୁ ନେଇ ରାଗିଲେ ଜୟା - ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ରିପଡ୍ ଜିନ୍ସ ବୟାନ
🎬 Watch Now: Feature Video

ମୁମ୍ବାଇ: ବର୍ତ୍ତମାନ ବଡ ପ୍ରସଙ୍ଗ ସାଜିଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତଙ୍କ ରିପଡ୍ ଜିନ୍ସ ବୟାନ । ପ୍ରଥମେ ଏହାର ପ୍ରତିବାଦ କରିଥିଲେ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା । ଆଉ ଏବେ ଅମିତାଭଙ୍କ ପତ୍ନୀ ତଥା ଅଭିନେତ୍ରୀ, ରାଜନେତ୍ରୀ ଜୟା ବଚ୍ଚନଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଯେଉଁଥିରେ ସେ କହିଛନ୍ତି ଏପରି ମାନସିକ ମହିଳାଙ୍କ ପ୍ରତି ଅଧିକ ଅପରାଧକୁ ବଢାଇବାକୁ ପ୍ରୋତ୍ସାହିତ କରୁଛି ।