‘ଥିଏଟରରେ ଫିଲ୍ମ ଦେଖିବାର ମଜା ହିଁ ନିଆରା’ - ‘ଥିଏଟରରେ ଫିଲ୍ମ ଦେଖିବାର ମଜା ହିଁ ନିଆରା’
🎬 Watch Now: Feature Video

ମୁମ୍ବାଇ: ଭେଟେରାନ୍ ଅଭିନେତା ଗୁଲଶନ୍ ଗ୍ରୋଭର କହିଛନ୍ତି ଯେ OTT ପ୍ଲାଟଫର୍ମକୁ ମୁଁ ସ୍ବାଗତ କରେ ଏବଂ ତା ପ୍ରତି ମୋର ସମ୍ମାନ ଅଛି କିନ୍ତୁ ପ୍ରେକ୍ଷାଳୟଗୁଡ଼ିକରେ ଚଳଚ୍ଚିତ୍ରଗୁଡିକୁ ଦେଖିବାର ମଜା ହିଁ ନିଆରା । ଯାହାକୁ ଗତ କିଛି ବର୍ଷ ହେବ ଦର୍ଶକ ଦେଖିବାକୁ ଚାହିଁବସିଛନ୍ତି । ଦେଖନ୍ତୁ ଭିଡିଓ...