Sonu Sood @48, ଦେଖନ୍ତୁ ‘ଇଟିଭି ଭାରତ’ର ସ୍ବତନ୍ତ୍ର ସାକ୍ଷାତକାର

By

Published : Jul 30, 2021, 11:18 AM IST

Updated : Jul 30, 2021, 8:29 PM IST

thumbnail
ହାଇଦ୍ରାବାଦ: ସୋନୁ ସୁଦ୍- ଏକ ଏପରି ନାମ, ଯାହାଙ୍କ ସହ ଜଡିତ ହୋଇଯାଇଛି ସାହାଯ୍ୟ ଶବ୍ଦ । କୋରୋନା ମହାମାରୀ ସମୟରେ ଶତାଧିକ ଅସହାୟଙ୍କୁ ସାହାଯ୍ୟ କରି ଲୋକଙ୍କ ଦିଲ୍ ଆଉ ଦିମାଗରେ ଘର କରିଛନ୍ତି ସୋନୁ ସୁଦ୍ । କିଏ ତାଙ୍କୁ ନେତା, ମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ତ ଆଉ କିଏ ତାଙ୍କୁ ଶତାବ୍ଦୀର ଆଖ୍ୟା ଦେଇ ସାରିଛନ୍ତି । ଆଜି ହେଉଛି ଏହି ପରୋପକାରୀ ବ୍ୟକ୍ତିତ୍ବଙ୍କ ଜନ୍ମଦିନ । ସୋନୁଙ୍କ ସ୍ବତନ୍ତ୍ର ଦିବସରେ ତାଙ୍କ ପାଖକୁ ଛୁଟୁଛି କୋଟି କୋଟି ଫ୍ୟାନ୍ସ, ସମର୍ଥକଙ୍କ ଶୁଭେଚ୍ଛାର ସୁଅ । ଦେଖନ୍ତୁ ଏହି ଅବସରରେ ଇଟିଭି ଭାରତ ତରଫରୁ ସୋନୁଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ।
Last Updated : Jul 30, 2021, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.