ଟାଇଗରଙ୍କ ପରିବାର ସହ ନଜର ଆସିଲେ ଦିଶା, ଦେଖନ୍ତୁ ଭିଡିଓ... - ପରିବାର- ଦିଶାଙ୍କ ସହ ନଜର ଆସିଲେ ଟାଇଗର
🎬 Watch Now: Feature Video

ମୁମ୍ବାଇ: ମୁମ୍ବାଇରେ ଅଭିନେତ୍ରୀ ଦିଶାଙ୍କୁ ବଏଫ୍ରେଣ୍ତ ଟାଇଗର ଶ୍ରଫ ଏବଂ ତାଙ୍କ ପରିବାର ସହ ଦେଖିବାକୁ ମିଳିଥିଲା । ଅଭିନେତା ନିଜ ଜନ୍ମଦିନର ଗୋଟିଏ ରାତି ପୂର୍ବରୁ ଦିଶାଙ୍କ ସହ କିଛି କ୍ବାଲିଟି ସମୟ ବିତାଇଲେ । ଦେଖନ୍ତୁ ଭିଡିଓ...