ଡିନର ଡେଟରେ ଦୀପବୀର, ସିଟିରେ ନଜର ଆସିଲେ ଅନ୍ୟ ଷ୍ଟାର୍ସ - ମୁମ୍ବାଇ ସିଟିରେ ନେହା ଧୂପିୟା
🎬 Watch Now: Feature Video

ମୁମ୍ବାଇ: ବଲିଉଡର ପପୁଲାର ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ ନିଜ କାମରୁ ଫୁରସତ ପାଇବା ମାତ୍ରେ ଏକାଠି ସମୟ ବିତାଇବାକୁ ଖୁବ୍ ଭଲ ପାଆନ୍ତି । ପୁଣି ଥରେ ଡିନର ଡେଟରେ ଦେଖିବାକୁ ମିଳିଛି ଏହି ଯୋଡିଙ୍କୁ । ମୁମ୍ବାଇର ଏକ ପପୁଲାର ରେସ୍ତୁରାଁରେ ନଜର ଆସିଲେ ରଣବୀର ଓ ଦୀପିକା । ସେପଟେ ଲୋକପ୍ରିୟ ଅଭିନେତ୍ରୀ କିୟାରା ଆଡଭାନୀ, ନେହା ଧୂପିୟା, ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ସିଟିରେ ବୁଲୁଥିବାର ଦେଖାଯାଉଛନ୍ତି । ଦେଖନ୍ତୁ ଭିଡିଓ....