‘ସୋନୁ କିମ୍ବା ସଲମାନଙ୍କୁ ପ୍ରଧାନମନ୍ତ୍ରୀ କରିବା କଥା’ - ସୋନୁ ସୁଦଙ୍କୁ ପିଏମ କରିବା କଥା କହିଲେ ରାକ୍ଷୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11717430-thumbnail-3x2-rakhi.jpeg)
ମୁମ୍ବାଇ: ଏଥର ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ଭିନ୍ନ ଏକ କାରଣକୁ ନେଇ ଚର୍ଚ୍ଚାରେ । ସବୁବେଳେ ନିଜ ବିନ୍ଦାସ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ରାକ୍ଷୀ ଚାହୁଁଛନ୍ତି ଦେଶର ପ୍ରଧାନମନ୍ତ୍ରୀ ସୋନୁ ସୁଦ କିମ୍ବା ସଲମାନ ଖାନଙ୍କୁ କରାଯିବା କଥା । କାରଣ ଏମାନେ ଦେଶକୁ ପ୍ରେମ କରୁଛନ୍ତି ଏବଂ ଦେଶବାସୀଙ୍କୁ ସହଯୋଗର ହାତ ବଢାଉଛନ୍ତି । ଏହାସହ ସେ ଭଲ ବ୍ୟକ୍ତି ରୂପେ ଅକ୍ଷୟ କୁମାର ଓ ଅମିତାଭ ବଚ୍ଚନଙ୍କ ନାଁ ନେଉଛନ୍ତି ସେ ।