ମୁମ୍ବାଇରେ ସେଲିବ୍ରିଟିଙ୍କ ଜଲୱା, ଭିନ୍ନ ଭିନ୍ନ ସ୍ଥାନରେ ଆସିଲେ ନଜର

By

Published : Mar 23, 2021, 10:50 AM IST

thumbnail
ମୁମ୍ବାଇ: ସୋମବାର ମୁମ୍ବାଇର ବାନ୍ଦ୍ରାରେ ନଜର ଆସିଲେ ବେବୋ କରୀନା କପୁର ଖାନ । ସେହିପରି ଅଭିନେତା କୁନାଲ କପୁରଙ୍କୁ ଟି-ସିରିଜର ଅଫିସ୍ ବାହାରେ ଦେଖିବାକୁ ମିଳିଛି । ମିଡିଆ କ୍ୟାମେରାରେ କଏଦ ହେଲେ ସେକ୍ସି ମଲାଇକା ଅରୋରା । ଦିବ୍ୟା ଯୋଗ ଷ୍ଟୁଡିଓକୁ ଯୋଗ ପାଇଁ ଯାଇଥିଲେ । ଅନ୍ୟପଟେ ଗାୟକ ଧବନି ଭାନୁଶାଲି ମୁମ୍ବାଇର ସିଦ୍ଧବିନାୟକ ମନ୍ଦିର ପରିଦର୍ଶନ କରିଥିଲେ। ସେ ତାଙ୍କ ପରିବାର ସହିତ ପବିତ୍ର ସ୍ଥାନ ପରିଦର୍ଶନ କରି ଜନ୍ମଦିନରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ଲୋଡିଥିଲେ। ସୋମବାର ସେ 23 ବର୍ଷରେ ପର୍ଦାପଣ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.