ବୟଫ୍ରେଣ୍ଡ ଆଦରଙ୍କ ହୋସ ଉଡାଇଲେ ତାରା, ହଟ୍ ଫଟୋ ଭାଇରାଲ - ଭାଇରାଲ ହେଲା ତାରା ସୁତାରିଆଙ୍କ ଫଟୋ

🎬 Watch Now: Feature Video

thumbnail

By

Published : Apr 7, 2021, 10:43 AM IST

ମୁମ୍ବାଇ: ଇନଷ୍ଟାଗ୍ରାମରେ ନିଜର ସେକ୍ସି ଫଟୋ ସେୟାର କରି ବୟଫ୍ରେଣ୍ଡ ଆଦର ଜୈନଙ୍କ ହୋସ ଉଡାଇଲେ ତାରା ସୁତାରିଆ । ଭାଇରାଲ ହେଉଥିବା ଫଟୋରେ ତାରା କ୍ୟାପ୍ସନରେ ଲେଖିଥିଲେ, ‘ଫିଭର’ । ଆଉ ସେପଟେ ଏହା ଉପରେ କମେଣ୍ଟ କରି ଆଦର କହିଥିଲେ, ‘ୟୁ ଗିଭ୍ ମିଁ ।’ ଏହି ଯୋଡି ପରସ୍ପରକୁ ଦୀର୍ଘ ସମୟରୁ ଡେଟ କରିଆସୁଛନ୍ତି । 2019ରେ ଦୁଇଜଣଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଯେତେବେଳେ ଏକାଠି ମଲାଇକା ଅରୋରା ଏବଂ ଅମିତାଭ ବଚ୍ଚନଙ୍କ ଦିୱାଲୀ ପାର୍ଟିରେ ନଜର ଆସିଥିଲେ ଏହି ଯୋଡି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.