thumbnail

ଚିରନିଦ୍ରାରେ ସଲିଲ...

By

Published : Jun 4, 2019, 2:43 PM IST

Updated : Jun 4, 2019, 3:04 PM IST

ଅନ୍ୟ ମୁହଁରେ ହସ ଫୁଟାଇବା ଥିଲା ତାଙ୍କର ନିଶା ଓ ପେଶା  । ଓଡିଆ ସିନେମା ପରଦାରେ ନିଖୁଣ ଅଭିନୟ ମାଧ୍ୟମରେ ଅଗଣିତ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଛନ୍ତି ସଲିଲ । କିନ୍ତୁ ଏବେ ଆଉ ଆମ ଗହଣରେ ନାହାଁନ୍ତି ଆମ ପ୍ରିୟ ସଲିଲ ଦାଦା । ମେ 12ରେ ମୟୂରଭଞ୍ଜ ଯାଉଥିବାବେଳେ କେନ୍ଦୁଝରରେ ଦୁର୍ଘଟଣାର ଶିକାର ହୋଇଥିଲେ ସେ । କିନ୍ତୁ ବିଡମ୍ବନା ଯେ କିମ୍ସରେ ଚିକିତ୍ସାଧୀନ ଅବସ୍ଥାରେ 52ବର୍ଷ ବୟସରେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସଲିଲ ।
Last Updated : Jun 4, 2019, 3:04 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.