Watch Video: କଲେଜ କ୍ୟାମ୍ପସରେ ଛାତ୍ରଙ୍କ ଖତରନାକ ବାଇକ୍ ଷ୍ଟଣ୍ଟ - କାର ଓ ବାଇକରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା
🎬 Watch Now: Feature Video
ଥିରୁଅନନ୍ତପୁରମ: କାର ଓ ବାଇକରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା । କୋଝିକୋଡରେ ଥିବା ମାଲାବର ଖ୍ରିଷ୍ଟ୍ରିଆନ କଲେଜର ଛାତ୍ର ପରୀକ୍ଷା ସରିବା ଖୁସିରେ ବାଇକ ଓ କାରରେ ଷ୍ଟଣ୍ଟ କରୁଥିଲେ । ଏହି ଖତରନାକ ଷ୍ଟଣ୍ଟରେ ଏକ କାରଟି ବାଇକରେ ପିଟି ହୋଇଥିବାରୁ ୨ ଜଣ ଛାତ୍ର ସାମାନ୍ୟ ଆହତ ହୋଇଛନ୍ତି । ଏନେଇ ମୋଟର ଯାନ ବିଭାଗ (Motor Vehicles Department ) ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:20 PM IST