Panchayat Polls: ପ୍ରଥମଥର ନିଜ ପଞ୍ଚାୟତରେ ଭୋଟ ଦେଲେ ପ୍ରତାପ ଜେନା

By

Published : Feb 16, 2022, 7:30 PM IST

Updated : Feb 3, 2023, 8:16 PM IST

thumbnail

କଟକ: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ଏହି ମହାପର୍ବରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସାମିଲ ହୋଇଛନ୍ତି । ପଞ୍ଚାୟତରାଜ ମନ୍ତ୍ରୀ ପ୍ରଥମଥର ପାଇଁ ଆଜି ନିଜ ପଞ୍ଚାୟତରେ ଭୋଟ ଦେଇଛନ୍ତି । ଧର୍ମପତ୍ନୀ ଓ ପରିବାର ଲୋକଙ୍କ ସହ ଅଲିଜୋଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସେ ମତ ସାବ୍ୟସ୍ତ କରିଛନ୍ତି । ତେବେ ରାଜ୍ୟରେ ବିଜେଡି ଭଲପ୍ରଦର୍ଶନ କରିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ଏନେଇ ମାହାଙ୍ଗାରୁ ପଞ୍ଚାୟତରାଜ ମନ୍ତ୍ରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।

Last Updated : Feb 3, 2023, 8:16 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.