ଜମିଲା ଜିରୋ ନାଇଟ ସେଲିବ୍ରେସନ, ନାଚ ଗୀତରେ ଝୁମିଲେ ରାଜଧାନୀବାସୀ

By

Published : Jan 1, 2023, 10:32 AM IST

Updated : Feb 3, 2023, 8:38 PM IST

thumbnail
ଭୁବନେଶ୍ବର: ବିଦାୟ ନେଇଛି ବର୍ଷ ୨୦୨୨ । ସମସ୍ତେ ଆନନ୍ଦ ଉଲ୍ଲାସର ସହ ୨୦୨୩କୁ ସ୍ବାଗତ କରିଛନ୍ତି । ଚିକମିକ ଆଲୁଅ ସହ ନାଚ ଗୀତରେ ମସଗୁଲ ରାଜଧାନୀବାସୀ । ଭୁବନେଶ୍ବରର ବିଭିନ୍ନ କ୍ଲବ ଓ ହୋଟେଲରେ ଆନ୍ଦନ ଓ ଉଲ୍ଲାସ ଦେଖିବାକୁ ମିଳିଛି । ତେବେ ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ଦେବସ୍ମିତା ରାଉତ ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.