thumbnail

By

Published : Nov 7, 2022, 7:02 AM IST

Updated : Feb 3, 2023, 8:31 PM IST

ETV Bharat / Videos

CCTVରେ ଦୁର୍ଘଟଣାର ଦୃଶ୍ୟ, ବସ୍ ଓ ପିକଅପ୍ ଭ୍ୟାନ୍‌ ମୁହାଁମୁହିଁ ଧକ୍କା

ଡେରାଡୁନ ବିକାଶନାଗରରେ ବସ୍ ଏବଂ ପିକଅପ୍ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ସିସିଟିଭି ଫୁଟେଜରେ ବସ୍ ଏବଂ ପିକଅପ୍ ଭ୍ୟାନର ହୋଇଥିବା ଧକ୍କା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଏକ ଘରୋଇ ବସ୍ ଡେରାଡୁନରୁ ବିକାଶନାଗର ଡାକପାଥରକୁ ଯାଉଥିବାବେଳେ, ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବସ୍ ଏବଂ ପିକଅପ୍ ଡ୍ରାଇଭରଙ୍କ ସମେତ ଅନେକ ଆହତ ହୋଇଥିଲେ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.