ନାଗପୁରରେ ମାର୍ବତ ଉତ୍ସବ, ଦେଖନ୍ତୁ ଭିଡିଓ - the black and yellow marbat

🎬 Watch Now: Feature Video

thumbnail

By

Published : Aug 27, 2022, 7:35 PM IST

Updated : Feb 3, 2023, 8:27 PM IST

ମୁମ୍ବାଇ: ନାଗପୁରରେ ପାଳିତ ହୋଇଛି ପ୍ରସିଦ୍ଧ ‘‘ମାର୍ବତ ଉତ୍ସବ’’ (Marbat Festival 2022) । ପାରମ୍ପାରିକ ଭାବେ ଏକ ବିଶାଳ ମାର୍ବତ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏଥିରେ ସହରର ହଜାର ହଜାର ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥିଲେ । ପରମ୍ପରା ଅନୁସାରେ ଏକ ବିଶାଳ କଳା ରଙ୍ଗର ମାର୍ବତ ଓ ହଳଦିଆ ରଙ୍ଗର ମାର୍ବତୀଙ୍କ ପ୍ରତିମାଙ୍କୁ ସହର ପରିକ୍ରମା କରାଯାଇଥିଲା । ସାଂସ୍କୃତିକ ଓ ଐତିହାସିକ ଭାବେ ଏହି ପର୍ବ ମହାରାଷ୍ଟ୍ରରେ ବହୁ ବର୍ଷ ପୂର୍ବରୁ ପ୍ରଚଳିତ ଓ ଏବେ ମଧ୍ୟ ବେସ ଉତ୍ସାହର ସହ ପାଳିତ ହେଉଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.