ଗୀତ ଗାଇ ଦାବି ଶୁଣିବାକୁ ଅଙ୍ଗନବାଡି ଦିଦିଙ୍କ ନିଆରା ପ୍ରୟାସ, ଭିଡ଼ିଓ ଭାଇରଲ

By

Published : Dec 29, 2022, 5:10 PM IST

Updated : Feb 3, 2023, 8:37 PM IST

thumbnail
ଖୋର୍ଦ୍ଧା: ଗୀତଗାଇ ଦାବି ଶୁଣିବାକୁ ନିବେଦନ କରିଛନ୍ତି ଅଙ୍ଗନବାଡି କର୍ମୀ । ଅଙ୍ଗନବାଡି କର୍ମୀମାନେ ବିଭିନ୍ନ ଦାବି ନେଇ ଭୁବନେଶ୍ବ ରରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଖୋର୍ଦ୍ଧା ସିଡିପିଓଙ୍କ କାର୍ଯ୍ୟାଳୟରେ ମଧ୍ୟ ଧାରଣ ଦେଇଛନ୍ତି । ସେମାନଙ୍କ ଦାବି କିଭଳି ସରକାର ଶୁଣିବେ ସେନେଇ ନିଆରା ଢଙ୍ଗରେ ଗୀତ ଗାଇ ପ୍ରତିବାଦ କରିଛନ୍ତି । ଏହି ଗୀତ ଗାଇ ମୁଖ୍ୟମନ୍ତ୍ରୀଙ୍କୁ ନିଆରା ପ୍ରତିବାଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି । ଇଟିଭି ଭାରତ, ଖୋର୍ଦ୍ଧା
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.