thumbnail

By

Published : Jan 11, 2023, 7:52 PM IST

Updated : Feb 3, 2023, 8:38 PM IST

ETV Bharat / Videos

Hockey World Cup Opening Ceremony: ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଛି ହକି ବିଶ୍ବକପ ୨୦୨୩ ଉଦ୍‌ଘାଟନୀ ଉତ୍ସବ । ଏହି ଉତ୍ସବରେ ଯୋଗଦେଇ ବିଶ୍ବକପରେ ଭାଗନେଇଥିବା ସମସ୍ତ ୧୬ ଦଳର ଖେଳାଳିଙ୍କୁ ସ୍ବାଗତ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର । ଏହି ବିଶ୍ବକପରେ ସମସ୍ତେ ଭଲ ପ୍ରଦର୍ଶନ କରନ୍ତୁ ବୋଲି ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ହକି ବିଶ୍ବକପ ଆୟୋଜନ କରୁଥିବାରୁ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.