thumbnail

By

Published : Dec 19, 2022, 7:48 PM IST

Updated : Feb 3, 2023, 8:36 PM IST

ETV Bharat / Videos

ବିହାରରେ ମଦ ଭଗବାନଙ୍କ ପରି, ସବୁଠି ଅଛି ହେଲେ ଦୃଶ୍ୟମାନ ହେଉନି: କେନ୍ଦ୍ରମନ୍ତ୍ରୀ ଗିରିରାଜ

ପାଟନା: ବିହାର ଛପରା ଜିଲ୍ଲାରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା (Bihar Hooch Tragedy)ବଢିବଢି ଚାଲିଛି । ମୃତକଙ୍କ ସଂଖ୍ୟା ୭୦ ପାର ହୋଇସାରିଛି । ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ବୟାନ ଭାଇରାଲ ହେଉଛି (Union Minister Giriraj Singh viral statement) । ବିହାରରେ ମଦ ନିଷେଧ ଥିବା ବେଳେ ଏଠାରେ ବିକ୍ରି ହେଉଛି । ଏନେଇ ସେ କହିଛନ୍ତି, "ବିହାରରେ ମଦ ଭଗବାନଙ୍କ ପରି । ସବୁ ସ୍ଥାନରେ ରହିଛି, ମାତ୍ର ଦୃଶ୍ୟମାନ ହୁଏ ନାହିଁ ।" ରାଜ୍ୟରେ ମଦ ନିଷେଧ ଥିବା ବେଳେ ଏହା କିପରି ରାଜ୍ୟକୁ ଆସୁଛି ସେନେଇ ତଦନ୍ତ ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ । ଏଠାରେ ରାଜ୍ୟ ସରକାରଙ୍କ କୌଣସି ଯୋଜନା ସଫଳ ହୁଏ ନାହିଁ । ଏହା ଉପରେ ପୁନର୍ବିଚାର କରାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.