Gujurat Election Result: ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଛା ପୂରଣ ହେଲା: CR Patil

By

Published : Dec 8, 2022, 6:06 PM IST

Updated : Feb 3, 2023, 8:35 PM IST

thumbnail
ଗାନ୍ଧୀନଗର: ବିଜେପି ବିଜୟରେ କର୍ଣ୍ଣଧାର ସାଜିଥିବା ଗୁଜୁରାଟ ଜନତାଙ୍କୁ ଦଣ୍ଡବତ ପ୍ରଣାମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦିଙ୍କ ମାର୍ଗଦର୍ଶନ, ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହଯୋଗ ସମର୍ଥନ ପାଇଁ ଆମେ କୃତଜ୍ଞ । ଗୁଜୁରାଟ ବିକାଶ, ସମୃଦ୍ଧିକୁ, ଶୁସାନକୁ ସ୍ବାଭିମାନକୁ ସମ୍ମାନକୁ ଗ୍ରହଣ କରିଛି । ପ୍ରଗତୀର ଗୁଜୁରାଟକୁ ନୂଆ ସ୍ତରକୁ ନେଇଯିବୁ । ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନକୁ ସାର୍ଥକ କରିବୁ । ବମ୍ପର ବିଜୟ ପରେ ଗାନ୍ଧୀନଗର ରାଜ୍ୟ କାର୍ଯ୍ୟାଳୟରୁ ସମ୍ବୋଧିତ କରି ଏହା କହିଛନ୍ତି ଗୁଜୁରାଟ ବିଜେପି ମୁଖ୍ୟ ତଥା ସାଂସଦ ସିଆର ପାଟିଲ (CR Patil) । ପାଟିଲ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଚ୍ଛା ପୂରଣ ହୋଇଛି । ତେବେ ମୋଦିଙ୍କ କେଉଁ ଇଛା ପୂରଣ କରିଛନ୍ତି ସିଆର ପାଟିଲ ଦେଖନ୍ତୁ ।
Last Updated : Feb 3, 2023, 8:35 PM IST

TAGGED:

CR Patil

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.