କାଶ୍ମୀର ରାମବାନରେ ବର୍ଷର ପ୍ରଥମ ତୁଷାରପାତ, ଦେଖନ୍ତୁ ଭିଡିଓ

By

Published : Jan 14, 2023, 8:19 PM IST

Updated : Feb 3, 2023, 8:38 PM IST

thumbnail

ହାଇଦ୍ରାବାଦ: ଜମ୍ମୁ କାଶ୍ମୀରର ରାମବାନରେ ଚଳିତ ବର୍ଷର ପ୍ରଥମ ତୁଷାରପାତ ହୋଇଛି । ପ୍ରବଳ ତୁଷାରପାତ ଫଳରେ ସମଗ୍ର ଅଞ୍ଚଳ ଧଳା ଚାଦରରେ ଘୋଡାଇ ହେବା ପରି ଦୃଶ୍ୟମାନ ହେଉଛି । ରାସ୍ତାଘାଟ ବରଫରେ ଲୁଚି ଯାଇଥିବାରୁ ଯାତାୟତ ମଧ୍ୟ ପ୍ରଭାବିତ ହୋଇଛି । ରାସ୍ତାରୁ ମେସିନ ସାହାଯ୍ୟରେ ବରଫ ସଫା କାର୍ଯ୍ୟ ମଧ୍ୟ ଜାରି ରହିଛି । ବର୍ଷର ପ୍ରଥମ ତୁଷାରପାତକୁ ଉଭୟ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ବେଶ ଉପଭୋଗ କରୁଛନ୍ତି । ଦେଖନ୍ତୁ ଭିଡିଓ 

Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.