thumbnail

By

Published : Aug 30, 2022, 9:52 PM IST

Updated : Feb 3, 2023, 8:27 PM IST

ETV Bharat / Videos

ଗର୍ଭବତୀଙ୍କୁ ଦଉଡି ବାନ୍ଧି ନାଳ ପାର କରାଇଲେ SDRF ଯବାନ

ଡେରାଡୁନ: ଉତ୍ତରାଖଣ୍ଡର ଟିହରି ଜିଲ୍ଲାର ପ୍ରବଳ ବର୍ଷା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯାତାୟତ ବାଧାପ୍ରାପ୍ତ ହେବା କାରଣରୁ ପ୍ରବଳ ସ୍ରୋତରେ ଜଳ ପ୍ରବାହିତ ହେଉଥିବା ଏକ ନାଳର ଆରପାଖରେ ଫସି ରହିଥିଲେ ଜଣେ ଗର୍ଭବତୀ । ଏକ ଦଉଡି ସାହାଯ୍ୟରେ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛନ୍ତି SDRF ଯବାନ । ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ତାଙ୍କୁ ଦଉଡିରେ ବାନ୍ଧାଯାଇ ଉଦ୍ଧାର କରାଯାଇଛି । ଦେଖନ୍ତୁ ଉଦ୍ଧାର ବେଳର ଭିଡିଓ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.