ଟ୍ରେନରୁ ଓହ୍ଲାଉଥିବା ବେଳେ ଖସି ପଡିଲେ ଯାତ୍ରୀ, ବଞ୍ଚାଇ ଦେଲେ RPF ପୋଲିସ - ଜୀବନ ବଞ୍ଚାଇଲେ ପୋଲିସ

🎬 Watch Now: Feature Video

thumbnail

By

Published : Nov 10, 2022, 9:51 AM IST

Updated : Feb 3, 2023, 8:31 PM IST

ଚଣ୍ଡିଗଡ: ଟ୍ରେନରୁ ଓହ୍ଲାଉଥିବା ବେଳେ ଖସି ପଡିଲେ ଯାତ୍ରୀ । ସୌଭାଗ୍ୟବଶତଃ ଅଳ୍ପକେ ବଞ୍ଚିଗଲା ଜୀବନ । ଦେବଦୂତ ସାଜି ଜୀବନ ବଞ୍ଚାଇ ଦେଲେ ଆରପିଏଫ ପୋଲିସ । ପଞ୍ଜାବ ଜଲନ୍ଦର ରେଳ ଷ୍ଟେସନରେ ଘଟିଛି ଏହି ଘଟଣା । ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ସେହି ଦୃଶ୍ୟ । ସହାସିକତାର ସହ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଲେ ଆରପିଏଫ ପୋଲିସ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.