ରାଜାଙ୍କ ଦ୍ୱାରା ନିଯୁକ୍ତି ପରେ ଲଣ୍ଡନ ରାଜରାସ୍ତାରେ ଋଷି ସୁନକ, କଲେ ପ୍ରଥମ ସମ୍ବୋଧନ - ଋଷି ସୁନକ
🎬 Watch Now: Feature Video

ଲଣ୍ଡନ: ବ୍ରିଟେନର ମହାରାଜା ଚାର୍ଲ୍ସ-ତୃତୀୟଙ୍କ ଦ୍ବାରା ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ଭାବେ ନିଯୁ୍କ୍ତି ପରେ ଲଣ୍ଡନ ରାଜରାସ୍ତାରେ ଋଷି ସୁନକ । ଲଣ୍ଡନର ୧୦ ଡାଉନିଂ ଷ୍ଟ୍ରିଟରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଋଷି ହେଉଛନ୍ତି ବ୍ରିଟେନ ଇତିହାସର ଦୀର୍ଘ ୨ ଶହ ବର୍ଷ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:30 PM IST