thumbnail

By

Published : Dec 13, 2022, 11:06 PM IST

Updated : Feb 3, 2023, 8:35 PM IST

ETV Bharat / Videos

RajyaSabha: ଅନୁସୂଚିତ ଜାତି ଓ ଜନଜାତି ସଂଶୋଧନ ବିଲ ଆଗତ, ବିଜେଡିରୁ ଭାଗନେଲେ ସାଂସଦ ନିରଞ୍ଜନ ବିଶି

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଗତ ହୋଇଛି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଦ୍ବିତୀୟ ସଂଶୋଧନ ବିଲ । ପୂର୍ବରୁ ଲୋକସଭାରେ ବିଲ ଗୃହୀତ ହୋଇଥିବା ବେଳେ, ରାଜ୍ୟରେ ଚର୍ଚ୍ଚା ପାଇଁ ଆଗତ କରିଛନ୍ତି ସରକାର । ବିଜେଡି ପକ୍ଷରୁ ସାଂସଦ ନିରଞ୍ଜନ ବିଶି ଚର୍ଚ୍ଚାରେ ଭାଗ ନେଇ ରାଜ୍ୟର ନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଲୋକଙ୍କ ସମ୍ପର୍କରେ କହିବା ସହ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.