Mysore Dasara, ୧୦ ଦିନିଆ ପର୍ବ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ - ମହୀଶୂର ଦଶରା ପାଇଁ ପ୍ରସ୍ତୁତି

🎬 Watch Now: Feature Video

thumbnail

By

Published : Aug 25, 2022, 8:27 PM IST

Updated : Feb 3, 2023, 8:27 PM IST

ବେଙ୍ଗାଲୁରୁ: ମହୀଶୂର ଦଶହରା କର୍ଣ୍ଣାଟକରେ ଧୁମଧାମରେ ପାଳିତ ହୁଏ । ଏହାକୁ ସ୍ଥାନୀୟ ଭାଷାରେ ନଦାହବା (Nadahabba) ଉତ୍ସବ କୁହାଯାଏ । ଏହାକୁ ୧୦ ଦିନ ଧରି ପାଳନ କରାଯାଉଥିବା ବେଳେ ବିଜୟାଦଶମୀ ଶେଷ ରାତି ହୋଇଥାଏ । ଏହି ଉତ୍ସବରେ ଅସ୍ତ୍ରଶସ୍ତ୍ର, ହାତୀ, ଘୋଡ଼ା ଓ ହିନ୍ଦୁ ଦେବାଦେବୀକୁ ପୂଜା କରାଯାଏ । ଚଳିତ ବର୍ଷ ଏହି ଉତ୍ସବ ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ ପାଳିତ ହେବାକୁ ଥିବା ବେଳେ ଏବେଠୁ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମହୀଶୂରରେ ହାତୀଙ୍କୁ ଗାଧୋଉଥିବା ଦେଖିବାକୁ ମିଳିଛି ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.