ପିୟୁସ ଗୋଏଲଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ, ପ୍ରଭୁ ଗଜାନନଙ୍କୁ କଲେ ଆଳତି - ପ୍ରଧାନମନ୍ତ୍ରୀଙ୍କ ଗଣେଶ ଆଳତି
🎬 Watch Now: Feature Video

ନୂଆଦିଲ୍ଲୀ: ଆଜି ଗଣେଶ ଚତୁର୍ଥୀ ଅବସରରେ କେନ୍ଦ୍ରମନ୍ତ୍ରୀ ପିୟୁସ ଗୋଏଲଙ୍କ ବାସଭବନ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଗୋଏଲଙ୍କ ଘରେ ପ୍ରଭୁ ଗଜାନନଙ୍କ ଆଳତି ମଧ୍ୟ କରିଛନ୍ତି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:27 PM IST