thumbnail

Padmapur By Poll Result: ବିଜେଡି ଷଡଯନ୍ତ୍ର କାମ ଦେବ ନାହିଁ, ବିଜେପି ଜିତିବ: ପ୍ରଦୀପ ପୁରୋହିତ

By

Published : Dec 7, 2022, 10:37 PM IST

Updated : Feb 3, 2023, 8:35 PM IST

ବରଗଡ: ବିଜୁ ଜନତା ଦଳ ଟଙ୍କା ନ ବାଣ୍ଟିଲେ କୌଣସି ନିର୍ବାଚନ ଜିତି ପାରିବ ନାହିଁ । କିନ୍ତୁ ପଦ୍ମପୁରରେ ଟଙ୍କା କୌଣସି କାମ ଦେବ ନାହିଁ । ଜନତା ବିଜେପିକୁ ଭୋଟ ଦେବାକୁ ମନସ୍ଥ କରିଥିଲେ । ବିଜେଡିର ସବୁ ଷଡଯନ୍ତ୍ରକୁ ପ୍ରତିହତ କରି ବିଜେପି ଏହି ନିର୍ବାଚନ ଜିତିବ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଦେଖନ୍ତୁ ପ୍ରଦୀପ ପୁରୋହିତଙ୍କ ସହ ସାକ୍ଷାତକାର ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.