Padmapur ByPoll: ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ତେରଛା ବାଣ

By

Published : Nov 27, 2022, 11:11 PM IST

Updated : Feb 3, 2023, 8:33 PM IST

thumbnail

ପଦ୍ମପୁରରେ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହେଲା ବିଜେଡି । ପଦ୍ମପୁର ଉପନିର୍ବାଚନରେ ବିଜେପି ଗୁଣ୍ଡଗିରି କରୁଥିବା ଅଭିଯୋଗ କରିଛି ବିଜେଡି । ଛତିଶଗଡ଼ରୁ ନେତାଙ୍କୁ ଆଣି ବିଜେପି ଟଙ୍କା ବାଣ୍ଟୁଥିବା କହିଛି ବିଜେଡି । ସେହିଭଳି ଓଡ଼ିଶାର ଝିଅ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟିପ୍ପଣୀ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.