ପ୍ରକୃତି ପ୍ରେମରେ ଅଭିନେତ୍ରୀ ପଲ୍ଲବୀ - ପ୍ରେକ୍ଷାଳୟ ସମ୍ରାଟରେ ବାଏ ବାଏ ଦିଲ୍

🎬 Watch Now: Feature Video

thumbnail

By

Published : Aug 1, 2022, 3:57 PM IST

Updated : Feb 3, 2023, 8:25 PM IST

ଭୁବନେଶ୍ବର: ପ୍ରକୃତି ପ୍ରେମରେ ଅଭିନେତ୍ରୀ ପଲ୍ଲବୀ ପ୍ରିୟଦର୍ଶିନୀ । ଋଷରୁ ଆସି ପଡ଼ିଯାଇଥିଲେ ପ୍ରକୃତି ପ୍ରେମରେ । ଆଉ ଏହି ପ୍ରକୃତିକୁ ପ୍ରେମ କରୁ କରୁ ହଜେଇ ବସିଲେ ନିଜ ହୃଦୟକୁ । ଫିଲ୍ମଟି ପୁରା ପ୍ରକୃତିର ଶୋଭାକୁ ନେଇ ସୋସାଇଟିକୁ ମେସେଜ ଦେଇଛି । ଏହାସହ ଟିକେ ରୋମାନ୍ସ ଏବଂ ଫୁଲ ଏଣ୍ଟରଟନମେଣ୍ଟରେ ଆଜି କଟକର ସମ୍ରାଟ ଫିଲ୍ମ ହଲରେ ରିଲିଜ ହେବାକୁ ଯାଉଛି ବାଏ ବାଏ ଦିଲ୍ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:25 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.