Watch Video: ଘରକୁ ଆସିଲା କନ୍ୟା ରତ୍ନ, ବ୍ୟାଣ୍ଡ ବାଜାରେ ସ୍ବାଗତ କଲେ ପରିବାର - ଅମ୍ରିତସର ଖବର

🎬 Watch Now: Feature Video

thumbnail

By

Published : Dec 15, 2022, 10:37 AM IST

Updated : Feb 3, 2023, 8:35 PM IST

ଚଣ୍ଡିଗଡ: ସାଧାରଣତଃ ଘରେ ପୁଅଟିଏ ଜନ୍ମ ହେଲେ ସମସ୍ତେ ବେଶ ଖୁସୀ ହୋଇଥାନ୍ତି । କିନ୍ତୁ ଝିଅ ଜନ୍ମ ହେଲେ ଏତେଟା ଖୁସି ପରିଲକ୍ଷିତ ହୁଏ ନାହିଁ, ଅନେକ ସମୟରେ ଜନ୍ମ ହେବା ପୂର୍ବରୁ ପେଟରେ ଶିଶୁ କନ୍ୟାଟିକୁ ମଧ୍ୟ ନଷ୍ଟ କରିଦିଆଯାଉଛି । କିନ୍ତୁ ଶିଶୁ କନ୍ୟାକୁ ଜନ୍ମ ଦେବାପରେ ରୋଷଣୀ କରି ଘରକୁ ଆଣିଛନ୍ତି ଦମ୍ପତି । ବାଜା ବଜାଇ ଏକ ପାଲିଙ୍କିରେ ଶିଶୁ କନ୍ୟାଟିକୁ ବସାଇ ଘରକୁ ସ୍ବାଗତ କରାଯାଇଛି । ପଞ୍ଜାବ ଅମ୍ରିତସରରେ ସାଗର ଓ ଜାନଭୀଙ୍କ ଏକ ଶିଶୁ କନ୍ୟା ଜନ୍ମ ହେବା ପରେ ସମାଜକୁ ବାର୍ତ୍ତା ଦେବା ପାଇଁ ଏପରି ନିଆରା ଢଙ୍ଗରେ ଘରକୁ ସ୍ବାଗତ କରିଥିଲେ ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.