Parliament Attack: ସଂସଦ ଆକ୍ରମଣକୁ 21 ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଦେଶ - ସଂସଦ ଆକ୍ରମଣକୁ 21 ବର୍ଷ
🎬 Watch Now: Feature Video
ନୂଆଦିଲ୍ଲୀ: ସଂସଦ ଆକ୍ରମଣକୁ ପୁରିଛି 21 ବର୍ଷ । 13 ଡିସେମ୍ବର 2021 ଆଜିର ଦିନରେ ଆତଙ୍କବାଦୀ ସଂସଦ ଉପରେ ଆକ୍ରମଣ କରିଥିଲେ । ଗଣତନ୍ତ୍ରର ଏହି ପବିତ୍ର ମନ୍ଦିରକୁ ସୁରକ୍ଷା ଦେବାକୁ ଯାଇ 9 ଜଣ (ଦିଲ୍ଲୀ ପୋଲିସ ସମେତ) ବୀର ଯବାନ ସହିଦ ହୋଇଥିଲେ । ଆଜି 21 ବର୍ଷ ପୂର୍ତ୍ତି ଅବସରରେ ସେହି ବୀର ସହିଦ ଯବାନଙ୍କୁ ସଂସଦ ପରିସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଲୋକସଭା ବାଚସ୍ପତି, ରାଜ୍ୟସଭା ଉପାଧ୍ୟକ୍ଷ, କେନ୍ଦ୍ରମନ୍ତ୍ରୀ ମଣ୍ଡଳ ସଦସ୍ୟ, ସମସ୍ତ ଦଳର ସାଂସଦ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଗଣ । ଦେଖନ୍ତୁ ସେହି ସମୟର ଦୃଶ୍ୟ ।
Last Updated : Feb 3, 2023, 8:35 PM IST