ମୁମ୍ବାଇ ବିମାନବନ୍ଦରରେ ୨୮ କୋଟି ଟଙ୍କାର କୋକେନ ଜବତ - କୋକେନ
🎬 Watch Now: Feature Video

ମୁମ୍ବାଇ: ମୁମ୍ବାଇ ବିମାନବନ୍ଦରରୁ କଷ୍ଟମ୍ସ ଅଫିସର (Mumbai Airport Customs) ଏକ ଡଫଲ ବ୍ୟାଗରେ ୨.୮୧ କେଜି କୋକେନ ନେଇଥିବା ଏକ ଭାରତୀୟ ପ୍ୟାକ୍ସକୁ ଗିରଫ କରିଛି । ୨.୮୧ କେଜି କୋକେନର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୨୮ କୋଟି ଟଙ୍କା ବୋଲି ଅନୁମାନ କରାଯାଉଛି । ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ୟାକ୍ସ ଡ୍ରଗ୍ସ ନେବାକୁ ଯେଉଁମାନ କହିଥିଲେ, ସେ କେବଳ ସେମାନଙ୍କୁ ସୋସିଆଲ ମିଡିଆରେ ହିଁ ଭେଟିଥିଲେ । ସେ ହନି ଟ୍ରାପ୍ (honey trapped) ମାଧ୍ୟମରେ ଏହି ସ୍ମଗ୍ଲିଂରେ ସାମିଲ ହୋଇଥିବା ସୂଚନା ଦେଇଛନ୍ତି କଷ୍ଟମ୍ସ ଅଫିସର ।
Last Updated : Feb 3, 2023, 8:38 PM IST