Lok Sabha: ଲୋକସଭାରେ ଉଠିଲା ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ - ଲୋକସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ
🎬 Watch Now: Feature Video

ନୂଆଦିଲ୍ଲୀ: ଲୋକସଭାରେ ଉଠିଲା ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗ । ପ୍ରସଙ୍ଗ ଉଠାଇ ସିବିଆଇ ତଦନ୍ତ ସହ ଫାଷ୍ଟଟ୍ରାକ କୋର୍ଟରେ ମାମଲାର ବିଚାର ପାଇଁ ଦାବି କଲେ ବିଜେପି ସାଂସଦ ସୁରେଶ ପୂଜାରୀ । କହିଲେ, ଅର୍ଚ୍ଚନାଙ୍କ ସମ୍ପର୍କରେ ଥିବା ସମସ୍ତ ବ୍ୟକ୍ତିଙ୍କ କରାଯାଉ ଲାଇ-ଡିଟେକସନ ଟେଷ୍ଟ ।
Last Updated : Feb 3, 2023, 8:35 PM IST