ମହିଳାଙ୍କୁ ଦଳିଦେଲା ହାତୀ, ବିଧାୟକଙ୍କୁ ଗୋଡେଇ ପିଟିଲେ ଗ୍ରାମବାସୀ

By

Published : Nov 21, 2022, 11:01 PM IST

Updated : Feb 3, 2023, 8:33 PM IST

thumbnail
ବେଙ୍ଗାଲୁରୁ: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହେବା ପରେ ଗ୍ରାମକୁ ପରିଦର୍ଶନରେ ଆସିଥିବା ବିଧାୟକ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଏପରି ଘଟଣା ଘଟିଛି କର୍ଣ୍ଣାଟକର ମୁଦିଗେରେ ନିର୍ବାଚନ ମଣ୍ଡଳୀରେ । ହାତୀ ଆକ୍ରମଣରେ ସ୍ଥାନୀୟ ଜଣେ 35ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ବିଧାୟକ ଏମ.ପି କୁମାରସ୍ବାମୀ ଘଟଣା ସମ୍ପର୍କରେ ଖବର ପାଇ ଗ୍ରାମକୁ ପରିଦର୍ଶନରେ ଯାଇଥିବା ବେଳେ ଉତ୍ୟେକ୍ତ ଲୋକେ ତାଙ୍କୁ ଅଟକ ରଖିବା ସହ ଗୋଡେଇ ଗୋଡେଇ ମାଡ ମାରିଥିଲେ । ଖବର ପାଇ ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ଘଉଡାଇବା ସହ ବିଧାୟକଙ୍କୁ ଉଦ୍ଧାର କରିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:33 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.