thumbnail

By

Published : Oct 5, 2022, 10:51 AM IST

Updated : Feb 3, 2023, 8:28 PM IST

ETV Bharat / Videos

ସେନାକ୍ୟାମ୍ପରେ ଦଶହରା ପାଳିଲେ ରାଜନାଥ, ଯବାନଙ୍କ ସହ ଗାଇଲେ ଦିଲ ଦିଆ ହୈ, ଜାନ ଭି ଦେଙ୍ଗେ

ଡେରାଡୁନ:ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ସେନା କ୍ୟାମ୍ପରେ ଦଶହରା ପାଳିଛନ୍ତି (Rajnath Singh celebrates Dussehra with army jawans) । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସହ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଧ୍ୟ ଉପସ୍ଥିତ ଥିଲେ । ଜଣେ ଯବାନ ପ୍ରତିରକ୍ଷା ମନ୍ତ୍ରୀ ଓ ସ୍ଥଳ ସେନାମୁଖ୍ୟଙ୍କ ପାଇଁ ଦେଶାତ୍ମକବୋଧ ସଙ୍ଗୀତ ‘ଦିଲ ଦିଆ ହୌ.. ଜାନ ଭି ଦେଙ୍ଗେ...’ ସଙ୍ଗୀତ ପରିବେଷଣ କରିଥିଲେ (Dussehra with army jawans) । ରାଜନାଥ ସିଂ, ଜେନେରାଲ ପାଣ୍ଡେଙ୍କ ସହ ସମସ୍ତ ଯବାନ ମଧ୍ୟ ଏହି ଗୀତରେ ସ୍ବର ମିଳାଉଥିବା ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.