ଆଖୁ କିଆରୀରେ ଖେଳୁଛନ୍ତି 5 ବାଘ ଛୁଆ - ଆଖୁ କିଆରୀରେ ବାଘ ଛୁଆ

🎬 Watch Now: Feature Video

thumbnail

By

Published : Jan 9, 2023, 10:56 PM IST

Updated : Feb 3, 2023, 8:38 PM IST

ମୁମ୍ବାଇ: ମହାରାଷ୍ଟ୍ର ଅହମ୍ମଦନଗର ଜିଲ୍ଲାର ହନୁମନ୍ତଗାଓଁ ଶିଭାରାରେ ଉଦ୍ଧାର ହୋଇଛନ୍ତି 5ଟି ଚିତ୍ତାବାଘ ଛୁଆ । ରାହାଟା ତାଲୁକା ଅନ୍ତର୍ଗତ ହନୁମନ୍ତଗାଓଁରେ କୃଷ୍ଣଜୀ ଜେଜୁର୍କରଙ୍କ ଫାର୍ମରେ ଆଖୁ କାଟିବା କାର୍ଯ୍ୟ ଚାଲିଥିଲା । ସେହି ସମୟରେ ଚାଷୀ ମାନେ କୁକୁଡାର ଶବ୍ଦ ଶୁଣି ସେଠାରେ ପହଞ୍ଚିଥିଲେ । ହେଲେ ସେହି ସ୍ଥାନରେ ବାଘ ଛୁଆ ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ବାଘ ଛୁଆଙ୍କୁ ଉଦ୍ଧାର କରିଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.