thumbnail

By

Published : Aug 17, 2022, 10:14 PM IST

Updated : Feb 3, 2023, 8:26 PM IST

ETV Bharat / Videos

ଜନ୍ମାଷ୍ଟମୀ ପାଇଁ ୧୦୦ କୋଟି ଅଳଙ୍କାରରେ ସଜେଇ ହୋଇଛନ୍ତି ରାଧାକୃଷ୍ଣ

ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଅବସରରେ ବିଭିନ୍ନ ମନ୍ଦିରରେ ପ୍ରସ୍ତୁତି ହୋଇଛି । ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ରାଧାକୃଷ୍ଣ ମନ୍ଦିରରେ ସ୍ବତନ୍ତ୍ର ଭାବେ ଜନ୍ମାଷ୍ଟମୀ ପାଳନ କରାଯାଏ । ଏହି ମନ୍ଦିରରେ ସ୍ଥାପିତ ରାଧାକୃଷ୍ଣଙ୍କୁ ୧୦୦ କୋଟି ମୂଲ୍ୟର ଅଳଙ୍କାରରେ ସଜାଯାଇଛି । ଏହି ବେଶରେ ପ୍ରଭୁ ବେଶ ସୁନ୍ଦର ଲାଗୁଛନ୍ତି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.