ବିଧାନସଭାରେ ବାଚସ୍ପତିଙ୍କ ପାଦ ଧରିଲେ ବିଜେପି ବିଧାୟକ, ଦେଖନ୍ତୁ ଭିଡିଓ

🎬 Watch Now: Feature Video

thumbnail

By

Published : Aug 5, 2022, 7:46 AM IST

Updated : Feb 3, 2023, 8:25 PM IST

ରାଞ୍ଚି: ବିଧାନସଭାରେ ହଟ୍ଟଗୋଳ କିମ୍ବା ଧାରଣ ଅତି ସ୍ବାଭାବିକ ଘଟଣା । କିନ୍ତୁ ବାଚସ୍ପତିଙ୍କ ଗୋଡ ଧରିଲେ ବିଧାୟକ । ଏପରି ଏକ ଭିନ୍ନ ଘଟଣାକ୍ରମ ଦେଖିବାକୁ ମିଳିଛି ଝାଡଖଣ୍ଡ ବିଧାନସଭାରେ । ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ବାଚସ୍ପତି ରବିନ୍ଦ୍ରନାଥ ମହତୋ ବିଧାନସଭା ଗୃହକୁ ପ୍ରବେଶ କରିବା ମାତ୍ରେ ବିଜେପି ବିଧାୟକମାନେ ତାଙ୍କ ପାଦ ତଳେ ପଡି ଯାଇଥିବା ଦେଖିବାକୁ ମିଳିଥିଲା । ଦଳୀୟ ବିଧାୟକଙ୍କ ନିଲମ୍ବିତ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ବିଜେପି ବିଧାୟକମାନେ ଏପରି କରିିଥିବା ଜଣାପଡିଛି । ବାଚସ୍ପତି ମଧ୍ୟ ନିଲମ୍ବନ ପ୍ରତ୍ୟାହାର କରିବା ପାଇଁ ସହମତି ପ୍ରକାଶ କରିବା ପରେ ବିଜେପି ବିଧାୟକମାନେ ଧାରଣାରୁ ଓହରିଥିଲେ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:25 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.