ସମୁଦ୍ରକୂଳରେ ମହାପ୍ରଭୁଙ୍କ ବାଲୁକାକଳା, ବୁଲି ଦେଖିଲେ ରାଷ୍ଟ୍ରପତି

By

Published : Nov 10, 2022, 4:47 PM IST

Updated : Feb 3, 2023, 8:31 PM IST

thumbnail
ପୁରୀ: କୋଟି ଓଡିଆଙ୍କ ମଉଡ ମଣି ମହାପ୍ରଭୁ ଜଗନ୍ନାଥ । ବିଶ୍ବନିଅନ୍ତାଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରିଥାଏ ଭକ୍ତ । ତେବେ ପୁରୀର ସ୍ବର୍ଣ୍ଣାଭ ବେଳାଭୁମିରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଆସୁଛନ୍ତି ଅନେକ ବାଲୁକା ଚିତ୍ର । ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ଉପଲକ୍ଷେ ପୁଣି ଏକ ସୁନ୍ଦର ବାଳୁକା ଚିତ୍ର କରିଛନ୍ତି ଚିତ୍ରଶିଳୀ ସୁଦର୍ଶନ ପଟ୍ଟନାୟକ । ଏହି ବାଲୁକା କଳାକୁ ବୁଲି ଦେଖିଲେ ରାଷ୍ଟ୍ରପତି । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.